ଘଣା ପକାଇବା Ghaṇā pakāibā
- ଦେ. କ୍ରି — ତୈଳ ବାହାର କରିବା ନିମନ୍ତେ ବଳଦ ବା ମନୁଷ୍ୟ ଲଗାଇ ଘଣା ଯନ୍ତ୍ର ଚାଳନ କରିବା — To be engaged in the act of driving an oil-mill
- ଦେ. କ୍ରି — (ଲକ୍ଷଣାର୍ଥ) ହଇରାଣ କରିବା; ଅଯଥା କଷ୍ଟଦେବା — (figurative) To put a person to trouble; to harass a person