ଘଟି ମାରିବା

  • ଦେ. କ୍ରି (କଂସାରିଙ୍କ ବ୍ଯବହୃତ ଭାଷା) — ତମ୍ବା, ଖପର ଆଦିକୁ ଏକତ୍ର କରି ଆଉଟି, ତାକୁ ଚେକା ଚେକା କରି, ଢାଳିବା ପରେ, ତାକୁ ହାତୁଡ଼ିରେ ପିଟି ପତଳା କରିବା।