ଘଟସ୍ଥାପନ Ghaṭasthāpana
- ସଂ. ବି. ( 6 ଷ୍ଠୀ ତତ୍; ଘଟ+ସ୍ଥାପନ) — କୌଣସି ଦେବଦେବୀ (ବିଶେଶତଃ ଦୁର୍ଗା)ଙ୍କ ମୂର୍ତ୍ତି ପୂଜାସ୍ଥାନରେ ସ୍ଥାପନ ନ କରି ତତ୍ ପରିବର୍ତ୍ତେ ମୂର୍ତ୍ତି ରୂପେ କଳ୍ପିତ ଗୋଟିଏ ଜଳପୂର୍ଣ୍ଣ କୁମ୍ଭସ୍ଥାପନ — Act of setting up an earthen water-jar in lieu of or symbolising and representing some Deity for worship