ଘଟସୂତ୍ର Ghaṭasūtra

  • ଦେ. ବି. (ସଂ. ଘଟ+ସୂତ୍ର) — ଘଟନାଚକ୍ର; ଘଟନାକ୍ରମ — Course of events
  • ଦେ. ବି. (ସଂ. ଘଟ+ସୂତ୍ର) — ଘଟନା ଘଟିବା — Happening of events
  • ଦେ. ବି. (ସଂ. ଘଟ+ସୂତ୍ର) — ପ୍ରଜାପତି ଘଟସୂତ୍ର, ଜଣେ ଦଲାଲ୍ ଠିକଣା ଲଗାଇ ଦେଲା। ଫକୀରମୋହନ—ଗଳ୍ପସ୍ୱଳ୍ପ।
  • ଦେ. ବି. (ସଂ. ଘଟ+ସୂତ୍ର) — ଚେଷ୍ଟା — Endeavour; effort