ଘଟରଘୁମା Ghataraghumā

  • ଦେ. ବି — ଏକ ପ୍ରକାର ହୁଁ ହାଁ ଶବ୍ଦକାରୀ ଚଢ଼େଇ; ହରଡ଼ ଘୁମା ଚଢ଼େଇ; ହୁଁ ହାଁ ଚଢ଼େଇ — A kind of bird uttering a sound like huñ hāñ; Pitta Coronata; shrike; Lanius Ludovicianus
  • ଦେ. ବି — ହୁଳହୁଳି ହର୍ଷେ ଦିଅନ୍ତି ସଘନେ ଘଟରଘୁମାଘରଣୀ। ରାଧାନାଥ. ଉର୍ବଶୀ।