ଘଟପଲ୍ଲବ Ghaṭapallaba

  • ସଂ. ବି. (ବାସ୍ତୁ ବିଦ୍ୟା) — ଘଟ ଓ ପଲ୍ଲବ ରୂପ ଯେଉଁ ଖୁମ୍ବର ମୁଣ୍ଡରେ ଅଙ୍କିତ ହୋଇଥାଏ (ହି. ଶବ୍ଦସାଗର) — (architecture) A column having the figures of a pitcher and leaves at the capital