ଘଟନାବିରହ Ghaṭanābiraha

  • ଦେ. ବି — କୌଣସି ବିଷୟ ନ ଘଟିବାର ଅବସ୍ଥା — Condition or case of a thing not coming to pass
  • ଦେ. ବି — ଘଟନା ବିରହରେ ଅବଶ୍ୟ ତ କହରେ ତୋ ଘେନି ଆତ୍ମଘାତୀ ହୋଇଲୁ ରେ। କବିସୂର୍ଯ୍ୟ. କିଶୋରୀଚମ୍ପୂ ଘ ଗୀତ।