ଘଟ ଛୁଟିବା Ghaṭ chhuṭibā

  • ଦେ. ବି — ପିଣ୍ଡରୁ ପ୍ରାଣ ଛାଡ଼ିବା — 1. Death; the soul leaving the body
  • ଦେ. ବି — ଘଟ ଛୁଟିଲେ ତୋତେ ବୋଲିବେ ଭୁତରେ—ମନବୋଧ ଚଉତିଶା।