ଘଉଡ଼ିବା Ghauṟḍ̠ibā

  • ଦେ. କ୍ରି (ସଂ. ଗ୍ରହ ଧାତୁ=ବଳପୂର୍ବକ ଧରିବା) — ଘଉଡ଼ାଇବା — To remove; to drive away; to cause to disappear;
  • ଦେ. କ୍ରି (ସଂ. ଗ୍ରହ ଧାତୁ=ବଳପୂର୍ବକ ଧରିବା) — କହିଲେ ବ୍ରାହ୍ମଣଙ୍କୁ ଦେଲ ତ ଘଉଡ଼ି। କୃଷ୍ଣସିଂହ. ମହାଭାରତ. ବନ।
  • ଦେ. କ୍ରି (ସଂ. ଗ୍ରହ ଧାତୁ=ବଳପୂର୍ବକ ଧରିବା) — ପଛରେ ଗୋଡ଼ାଇ କରି ଖଣ୍ଡଦୂରରେ ଛାଡ଼ିବା — To chase away
  • ଦେ. କ୍ରି (ସଂ. ଗ୍ରହ ଧାତୁ=ବଳପୂର୍ବକ ଧରିବା) — ବିବେକ ଦେଲା ଘଉଡ଼ି। କବିସୂର୍ଯ୍ୟ. କିଶୋରିଚମ୍ପୂ ଗ ଗୀତ।
  • ଦେ. କ୍ରି (ସଂ. ଗ୍ରହ ଧାତୁ=ବଳପୂର୍ବକ ଧରିବା) — ତଡ଼ିବା — To drive out
  • ଦେ. କ୍ରି (ସଂ. ଗ୍ରହ ଧାତୁ=ବଳପୂର୍ବକ ଧରିବା) — ସତୀ ଭାରିଯାକୁଟି ଘଇତାକରାଇ ବୋଲି ଘଉଡ଼ିବା କାହିଁତ ଶୁଣା ନାହିଁ। କୃଷ୍ଣସିଂହ. ମହାଭାରତ, ବନ।