ଘଉଡ଼ାଇବା Ghauṟḍ̠āibā

  • ଦେ. କ୍ରି — ଦୁର କରିବା — To remove; to cause to disappear
  • ଦେ. କ୍ରି — ତଡ଼ିଦେବା — To drive out
  • ଦେ. କ୍ରି — ସୁହାଗିନୀ ନାରୀ ତୋତେରେ କାକ, ଘଉଡ଼ାଇ କହେ କର୍କଶ ଡାକ। ନନ୍ଦକିଶୋର. ନିର୍ଝରିଣୀ।
  • ଦେ. କ୍ରି — ଗଳାଧକ୍କା ଦେବା — To push away by the neck