ଘଉଡ଼ାଘଉଡ଼ି Ghauṟḍ̠āghauṟḍ̠i

  • ଦେ. ବି — ପରସ୍ପର ତଡ଼ାତଡ଼ି ହେବା କର୍ମ — Mutual pushing
  • ଦେ. ବି — ବହୁବାର ତଡ଼ିବା କର୍ମ — Repeated drivings
  • ଦେ. ବିଣ — ପରସ୍ପର ତଡ଼ାତଡ଼ି ହେବା (ବ୍ଯକ୍ତିଗଣ) — (persons) Pushing one another away