ଘଇତାଖାଈ Ghaitākhāi

  • ଗ୍ରା. ବିଣ. ସ୍ତ୍ରୀ—(ସ୍ତ୍ରୀ ଲୋକଙ୍କୁ ଦିଆଯିବା ଗାଳିବିଶେଷ) ଯେ ନିଜ ସ୍ୱାମୀର ମୃତ୍ୟୁର କାରଣ ହୁଏ — Causing the death of one's own husband
  • ଗ୍ରା. ବିଣ. ସ୍ତ୍ରୀ—(ସ୍ତ୍ରୀ ଲୋକଙ୍କୁ ଦିଆଯିବା ଗାଳିବିଶେଷ) ବିଧବା — Widow