ଘଇତାକରାଇ Ghaitākarāī

  • ଗ୍ରା. (ଇତର) ବିଣ. ସ୍ତ୍ରୀ (ଗାଳି) — ଅସତୀ; ବିଟପୀ — (a term of abuse) Adulteress; unchaste
  • ଗ୍ରା. (ଇତର) ବିଣ. ସ୍ତ୍ରୀ (ଗାଳି) — ସତୀ ଭାରିଯାକୁଟି ଘଇତାକରାଇ, ବୋଲି ଘଉଡ଼ିବା କାହିଁ ତ ଶୁଣା ନାହିଁ। କୃଷ୍ଣସିଂହ. ମହାଭାରତ. ବନ।