ଘଇତା କରିବା Ghaitā karibā
- ଗ୍ରା (ଇତର) କ୍ରି (ମନ୍ଦାର୍ଥ; ସ୍ତ୍ରୀ ପ୍ରତି ବ୍ଯବହୃତ) — ପରପୁରୁଷକୁ ଉପପତିରୂପେ ଗ୍ରହଣ କରିବା — To take as paramour
- ଗ୍ରା (ଇତର) କ୍ରି (ମନ୍ଦାର୍ଥ; ସ୍ତ୍ରୀ ପ୍ରତି ବ୍ଯବହୃତ) — ତୁ ଫେରାଦି ହଉଛୁ ଯାହାକୁ, ସେ ଘଇତା କରିଛି ତାହାକୁ—ଢଗ।
- ଗ୍ରା (ଇତର) କ୍ରି (ମନ୍ଦାର୍ଥ; ସ୍ତ୍ରୀ ପ୍ରତି ବ୍ଯବହୃତ) — ପରପୁରୁଷ ସଙ୍ଗମ କରିବା — To commit adultery with a male (said of females)
- ଗ୍ରା (ଇତର) କ୍ରି (ମନ୍ଦାର୍ଥ; ସ୍ତ୍ରୀ ପ୍ରତି ବ୍ଯବହୃତ) — ସ୍ୱାମିରୂପେ ବରଣ କରିବା — To select as one's husband