ଗ Ga

  • ସଂ. ବି. (ଗୈ ଧାତୁ=ଗାନ କରିବା; ଶବ୍ଦ କରିବା+କର୍ତ୍ତୃ. ଅ) — ଗଣେଶ — Gaṇeṡa, the younger son of Mahādeba
  • ସଂ. ବି. (ଗୈ ଧାତୁ=ଗାନ କରିବା; ଶବ୍ଦ କରିବା+କର୍ତ୍ତୃ. ଅ) — ଗନ୍ଧର୍ବ — A class of Heavenly Beings expert in singing and music
  • ସଂ. ବି. (ଗୈ ଧାତୁ=ଗାନ କରିବା; ଶବ୍ଦ କରିବା+କର୍ତ୍ତୃ. ଅ) — ଗଗନ — Sky
  • ସଂ. ବି. (ଗୈ ଧାତୁ=ଗାନ କରିବା; ଶବ୍ଦ କରିବା+କର୍ତ୍ତୃ. ଅ) — (+ଭାବ. ଅ) ଗାନ — Singing
  • ସଂ. ବି. (ଗୈ ଧାତୁ=ଗାନ କରିବା; ଶବ୍ଦ କରିବା+କର୍ତ୍ତୃ. ଅ) — (+କର୍ମ. ଅ) ସଙ୍ଗୀତ; ଗୀତ — Song
  • ସଂ. ବି. (ଗୈ ଧାତୁ=ଗାନ କରିବା; ଶବ୍ଦ କରିବା+କର୍ତ୍ତୃ. ଅ) — (ଗମ୍ ଧାତୁ+କର୍ମ. ଅ) ସୁମେରୁ — The Sumereu Mountain
  • ସଂ. ବି. (ଗୈ ଧାତୁ=ଗାନ କରିବା; ଶବ୍ଦ କରିବା+କର୍ତ୍ତୃ. ଅ) — ସ୍ୱର୍ଗ — Heaven
  • ସଂ. ବି. (ଗୈ ଧାତୁ=ଗାନ କରିବା; ଶବ୍ଦ କରିବା+କର୍ତ୍ତୃ. ଅ) — ଗୁରୁ — Preceptor; teacher
  • ସଂ. ବିଣ. ପୁଂ — (ଗୈ ଧାତୁ+କର୍ତ୍ତୃ. ଅ)—ଗାୟକ; ଗାନାକାରୀ — Singing
  • ସଂ. ବିଣ. ପୁଂ — (ଗମ ଧାତୁ+କର୍ତ୍ତ. ଅ) (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ଏହି ଆକାର ଧାରଣ କରେ, ଯଥା—ଊର୍ଧ୍ୱଗ, ଶୀଘ୍ରଗ)—ଗତିକାରୀ; ଗମନକାରୀ — (asuffix) Going; moving
  • ଗ୍ରା. ବି — ଗଅ (ଦେଖ) — Gaa (See)