ଗଡ଼୍ କରିବା Gaṟḍ̠ karibā

  • ପ୍ରାଦେ. (ମେଦିନୀପୁର) କ୍ରି. (ତୁଳ. ବଂ. ଗଡ଼କରା; ସଂ. ଗଡ଼୍ ଧାତୁ=ଭୂମିରେ ଲୋଟିବା; ଓ ଗଡ଼=ଲମ୍ବ ମୋଟ କାଠ; ଗଡ଼ିବା=ଭୂମିରେ ଲାଗିବା) — ଗୋଡ଼ତଳେ ପଡ଼ି ନମସ୍କାର କରିବା; ଦେବତା ଓ ମାନ୍ୟ ବ୍ଯକ୍ତିଙ୍କ ପାଦ ପାଖେ ମୁଣ୍ଡ ଲଗାଇ ନମସ୍କାର କରିବା; ମୁଣ୍ଡିଆ ମାରିବା — To lie prostrate before a person and make obeisance; to touch the ground with the head to make obeisance to one's superiors or to a Deity