ଗଡ଼୍ (ଧାତୁ) Gaṟḍ̠ (root)

  • ସଂ — ବକ ଯନ୍ତ୍ରଦ୍ୱାରା ଅରକ କାଢ଼ିବା — To distil; to draw out
  • ସଂ — କ୍ଷରିତ ହେବା — To ooze
  • ସଂ — (ଜଳାଦି) ବହିବା — (liquids) To flow; to run
  • ସଂ — ଭୂମିରେ ଲୋଟିବା — To roll on the ground