ଗଡ଼େର Gaṟḍ̠era

  • ସଂ. ବି. (ଗଡ଼୍ ଧାତୁ+କର୍ତ୍ତୃ. ଏର) — ମେଣ୍ଢା — A ram
  • ସଂ. ବି. (ଗଡ଼୍ ଧାତୁ+କର୍ତ୍ତୃ. ଏର) — ଜଳସ୍ରୋତଃ — Current of water
  • ସଂ. ବି. (ଗଡ଼୍ ଧାତୁ+କର୍ତ୍ତୃ. ଏର) — ମେଘ — Cloud