ଗଡ଼େଇତଡ଼େଇ ହେବା Gaṟḍ̠eitaṟḍ̠ei hebā

  • ଦେ. କ୍ରି — ଭୂମିରେ ଉପର୍ଯ୍ୟୁପରି ପାର୍ଶ୍ୱ— ପରିବର୍ତ୍ତନ କରି ଲୋଟିବା — To roll or wallow on the ground