ଗଡ଼େଇ ତଡ଼େଇ ମାରିବା

  • ଦେ. କ୍ରି — କୌଣସି ବ୍ଯକ୍ତି ମାଡ଼ ଖାଇ ଭୂଇଁରେ ଗଡ଼ୁଥିବା ଅବସ୍ଥାରେ ତାକୁ ଉପର୍ଯ୍ଯୁପରି ପ୍ରହାର ବା ଆଘାତ କରିବା।