ଗଡ଼ୁପିଢ଼ା Gaṟḍ̠upiṟḍ̠ẖā

  • ଦେ. ବି. (ଦ୍ୱନ୍ଦ) — ବ୍ରାହ୍ମଣମାନଙ୍କର ଖାଇବସିବା ବେଳେ ପ୍ରୟୋଜନୀୟ ଜଳପାତ୍ର ଓ କାଷ୍ଠ ଆସନ — A spouted water-jug and woodan seat necessary for a Brāhmaṇa while dining
  • ଦେ. ବି. (ଦ୍ୱନ୍ଦ) — (ଯଥା—ପହରାଜ ଆପଣେ! ଗଡ଼ୁପିଢ଼ା ଘେନି ପୀତାମ୍ବର ମିଶ୍ରଙ୍କ ଶଙ୍ଖୁଡ଼ି ସଭାକୁ ଆସିବା ହଉ।)