ଗଡ଼ୁପାତ୍ରି Gaṟḍ̠upātri
- ଦେ. ବି. (ଦ୍ୱନ୍ଦ) — ବ୍ରାହ୍ମଣମାନଙ୍କ ପୂଜାର 2 ଟି ପ୍ରଧାନ ବାସନ (ଉପକରଣ); ବେଶି ପାଣି ରଖିବାରେ ଝରି ଓ ଝରିରୁ ପାଣି ଢାଳି ସଂକଳ୍ପ ଆଦି କରିବା ନିମନ୍ତେ ଆବଶ୍ୟକ ପାତ୍ରୀ — ବ୍ରାହ୍ମଣମାନଙ୍କ ପୂଜାର2ଟି ପ୍ରଧାନ ବାସନ (ଉପକରଣ); ବେଶି ପାଣି ରଖିବାରେ ଝରି ଓ ଝରିରୁ ପାଣି ଢାଳି ସଂକଳ୍ପ ଆଦି କରିବା ନିମନ୍ତେ ଆବଶ୍ୟକ ପାତ୍ରୀ— A large spouted water-jug and a small boat-shaped pot necessary for the performance of ceremonial rites by a Brāhmaṇa