ଗଡ଼ି ମରିବା Gaṟḍ̠i maribā

  • ଦେ. କ୍ରି — ଅନାହାରରେ ମରିବା; ଖାଦ୍ୟାଭାବରୁ ଛଟପଟ ହୋଇ ପ୍ରାଣ ତ୍ୟାଗ କରିବା — To die rolling on the ground owing to starvation; to be starved to death