ଗଡ଼ାଖୁରୁଡ଼ Gaṟḍ̲ā khurur̲ḍ̠a

  • ପ୍ରାଦେ. (ପୁରୀ) ବି — ଯେଉଁ ଖୁରୁଡ଼ ଶୁଖିକରି ଷଢ଼େଇରୁ ସମ୍ପୂର୍ଣ୍ଣରୂପେ ଛାଡ଼ିଯାଇ ଥିବାରୁ ଖଡ଼ଖଡ଼ ହୋଇ ବାଜୁଥାଏ — A cocoanut which has become completely dry and its kernel- ball separated from the outer shell