ଗଡ଼ ପଡ଼ିବା Gaṟḍ̠a paṟḍ̠ibā

  • ଦେ. ବି — ରୋଗରୁ ବା ଖାଦ୍ୟାଭାବରୁ ଶରୀର ଅବସନ୍ନ ହେବା ଓ ଭୂମିରୁ ଉଠିବାକୁ ଶକ୍ତି ନ ରହିବା — The body becoming reduced and losing the power of rising from the ground on account of disease or starvation
  • ଦେ. କ୍ରି — ଗଡ଼ତପଡ଼ତ ହେବା (ଦେଖ) — Gaṟḍ̠atapaṟḍ̠ata hebā (See)