ଗଡ଼ ଘାଲିବା Gaṟḍ̠a ghālibā

  • ଦେ. କ୍ରି. (ପ୍ରାଚୀନ) — ମୁଣ୍ଡକୁ ଭୁଇଁରେ ଲଗାଇ ଦଣ୍ଡବତ କରିବା — To bow down one's head to the ground; to make obeisance; to crouch
  • ଦେ. କ୍ରି. (ପ୍ରାଚୀନ) — ଉଠି ଘୁଞ୍ଚି ଗଡ଼ଘାଲି ଶୁତିଲେ। ପ୍ରାଚୀ, ରହସ୍ୟମଞ୍ଜରୀ।
  • ଦେ. କ୍ରି. (ପ୍ରାଚୀନ) — ମୁଣ୍ଡ ଘାଲିବାରୁ ଭୁଇଁରେ ପଡ଼ିଯିବା ବା ଟଳି ପଡ଼ିବା — To topple on the ground
  • ଦେ. କ୍ରି. (ପ୍ରାଚୀନ) — ଗାଲେଇ କରି ବା ଛଟାଗାଳି ଶୋଇବା — To feign sleep
  • ଦେ. କ୍ରି. (ପ୍ରାଚୀନ) — ମୁଣ୍ଡ ନୁଆଇଁ ଶୀକାରକୁ ଛକି ରହିବା — To lie crouching in wait for the prey