ଗ୍ରୈଷ୍ମିକ Gra̲i̱shmika

  • ସଂ. ବିଣ. (ଗ୍ରୀଷ୍ମ+ସମ୍ବନ୍ଧାର୍ଥେ. ଇକ) — ଗ୍ରୈଷ୍ମ (ଦେଖ) — Gra̲i̱shma (See)
  • ସଂ. ବିଣ. (ଗ୍ରୀଷ୍ମ+ସମ୍ବନ୍ଧାର୍ଥେ. ଇକ) — ଗ୍ରୀଷ୍ମ ଧର୍ମବେତ୍ତା; ଯେଉଁ ଯନ୍ତ୍ର ଦ୍ୱାରା ଉତ୍ତାପର କମ— ବେଶି ଜଣା ପଡ଼େ — (instrument) Affected by difference of temperature