ଗ୍ରୁପ୍ ଫଟୋ Grup phaṭo

  • ବୈଦେ. ବି. (ଇଂ. ଗ୍ରୁପ୍+ଫଟୋ) — ଏକାଧିକ ଲୋକଙ୍କର ଏକତ୍ରାବସ୍ଥାନ କାଳରେ ଯେଉଁ ଫଟୋ ବା ଛାୟାଚିତ୍ର ଗୃହୀତ ହୁଏ — Group photo