ଗ୍ରାହୀ Grāhī

  • ସଂ. ବିଣ (ଗ୍ରହ ଧାତୁ+କର୍ତ୍ତୃ. ଇନ) — ଗ୍ରହଣକର୍ତ୍ତା — 1. One who accepts takes, seizes or receives
  • ସଂ. ବିଣ (ଗ୍ରହ ଧାତୁ+କର୍ତ୍ତୃ. ଇନ) — ଆକର୍ଷଣକାରୀ — Attracting; drawing; pulling
  • ସଂ. ବିଣ (ଗ୍ରହ ଧାତୁ+କର୍ତ୍ତୃ. ଇନ) — ଅକର୍ଷଣ — Attracting
  • ସଂ. ବିଣ (ଗ୍ରହ ଧାତୁ+କର୍ତ୍ତୃ. ଇନ) — ମଳବଦ୍ଧକାରକ — Causing constipation
  • ସଂ. ବିଣ (ଗ୍ରହ ଧାତୁ+କର୍ତ୍ତୃ. ଇନ) — ଯେ ଗିରଫ କରେ — Arresting
  • ସଂ. ବିଣ (ଗ୍ରହ ଧାତୁ+କର୍ତ୍ତୃ. ଇନ) — ଅନ୍ୱେଷକ — Searching
  • ସଂ. ବିଣ (ଗ୍ରହ ଧାତୁ+କର୍ତ୍ତୃ. ଇନ) — ବାଧାଦେଉଥିବା; ପ୍ରତିବନ୍ଧକ — Obstructing
  • ସଂ. ବିଣ (ଗ୍ରହ ଧାତୁ+କର୍ତ୍ତୃ. ଇନ) — ବନ୍ଧନକାରୀ — Binding; imprisoning
  • ସଂ. ବିଣ (ଗ୍ରହ ଧାତୁ+କର୍ତ୍ତୃ. ଇନ) — ପ୍ରଲୋଭକ — Alluring; decoying
  • ସଂ. ବିଣ (ଗ୍ରହ ଧାତୁ+କର୍ତ୍ତୃ. ଇନ) — [ଦ୍ର—ସାଧାରଣତଃ ଏ ଶବ୍ଦର ସ୍ୱତନ୍ତ୍ର ପ୍ରୟୋଗ ହୁଏ ନାହିଁ, ସମାସରେ ଅନ୍ଯ ସଙ୍ଗେ ମିଶି ବ୍ଯବହୃତ ହୋଇଥାଏ। ଯଥା—ଦାନଗ୍ରାହୀ; ହୃଦୟଗ୍ରାହୀ; ଗୁଣଗ୍ରାହୀ; ଭାବଗ୍ରାହୀ ଇତ୍ୟାଦି।]
  • ସଂ. ବି — କଇଥ (ଗଛ ଓ ଫଳ) — Wood apple (tree and fruit)
  • ସଂ. ବି. ସ୍ତ୍ରୀ (ଗ୍ରାହ+ଈ) — ମାଈ କିମ୍ଭୀର — A female crocodile