ଗ୍ରାହିଯ୍ୟ କରିବା Grāhij̄ya karibā
- ଗ୍ରା. କ୍ରି. (ସଂ. ଗ୍ରାହ୍ୟ+କୃ ଧାତୁ) — ଗଣନାରେ ଆଣିବା — To look or treat with regard or respect
- ଗ୍ରା. କ୍ରି. (ସଂ. ଗ୍ରାହ୍ୟ+କୃ ଧାତୁ) — ଖାତିରି କରିବା — To care; to count
- ଗ୍ରା. କ୍ରି. (ସଂ. ଗ୍ରାହ୍ୟ+କୃ ଧାତୁ) — ମଞ୍ଜୁର କରିବା — To grant
- ଗ୍ରା. କ୍ରି. (ସଂ. ଗ୍ରାହ୍ୟ+କୃ ଧାତୁ) — କଥା ମାନିବା — To obey
- ଗ୍ରା. କ୍ରି. (ସଂ. ଗ୍ରାହ୍ୟ+କୃ ଧାତୁ) — ଅନୁମୋଦନ କରିବା — To accept