ଗ୍ରାସ୍କଟ Grāskaṭ

  • ବୈଦେ. ବି. (ଇଁ. ଗ୍ରାସ=ଘାସ+କଟ୍ଟର= କାଟିଲାଲୋକ) — ଘାସିଆରା; ଘୋଡ଼ା ପାଇଁ ଘାସ କାଟିବା ପାଇଁ ନିଯୁକ୍ତ ଭୃତ୍ୟ — A grass-cutter