ଗ୍ରାସିତ Grāsita

  • ଦେ. ବି. (ସଂ. ଗ୍ରସ୍ତ) — ଭକ୍ଷିତ — Swallowed up
  • ଦେ. ବି. (ସଂ. ଗ୍ରସ୍ତ) — ଗ୍ରସ୍ତ — Overpowered
  • ଦେ. ବି. (ସଂ. ଗ୍ରସ୍ତ) — (ଯଥା—ଣିଜନ୍ତ ଗ୍ରସ୍ ଧାତୁରୁ ସଂସ୍କୃତ କର୍ମବାଚ୍ୟରେ 'ତ' ପ୍ରତ୍ୟୟ ହେଲେ 'ଗ୍ରାସିତ' ଶବ୍ଦ ମଧ୍ୟ ନିଷ୍ପନ୍ନ ହୁଏ, ମାତ୍ର ଓଡ଼ିଆରେ 'ଗ୍ରସ୍ତ' ଅର୍ଥରେ ଗ୍ରାସିତ ଶବ୍ଦର ପ୍ରୟୋଗ ଦେଶଜ।)
  • ଦେ. ବି. (ସଂ. ଗ୍ରସ୍ତ) — ଭଞ୍ଜ, ବୈଦେହୀଶବିଳାସ। — 1+2ବୋଲେ ବିଚାର ତିମିରେ ଜଗତ ଗ୍ରାସିତ ବିଚିତ୍ର ନିକି ତିମିରେ ଗ୍ରାସିତ ପର୍ବତ