ଗ୍ରାମ୍ୟକର୍ମ Grāmyakarma

  • ସଂ. ବି. (କର୍ମଧା; ଗ୍ରାମ୍ୟ+ କର୍ମ) — ମୈଥୁନ — Sexual intercourse; copulation
  • ସଂ. ବି. (କର୍ମଧା; ଗ୍ରାମ୍ୟ+ କର୍ମ) — [ଦ୍ର—ଅରଣ୍ୟଚାରୀ ବା ସନ୍ନ୍ୟାସୀଙ୍କ କର୍ମର ବିପରୀତ ଗ୍ରାମ୍ୟକର୍ମରୁ ମୈଥୁନ ଅର୍ଥ ଆସିଅଛି।]
  • ସଂ. ବି. (କର୍ମଧା; ଗ୍ରାମ୍ୟ+ କର୍ମ) — ମଫସଲି ରସିକତା — Amorous dalliance
  • ସଂ. ବି. (କର୍ମଧା; ଗ୍ରାମ୍ୟ+ କର୍ମ) — ଗୃହସ୍ଥଧର୍ମ — A householder's avocations
  • ସଂ. ବି. (କର୍ମଧା; ଗ୍ରାମ୍ୟ+ କର୍ମ) — ଦାମ୍ପତ୍ୟ ଧର୍ମ; ସ୍ତ୍ରୀ ସଙ୍ଗମ — Conjugal intercourse; intercourse with one's wife