ଗ୍ରାମୀଣ Grāmīṇa
- ସଂ. ବିଣ. ପୁଂ (ଗ୍ରାମ+ନିବାସାର୍ଥେ. ଇନ୍) — ଗ୍ରାମରେ ବାସ କରୁଥିବା — Inhabiting a village
- ସଂ. ବିଣ. ପୁଂ (ଗ୍ରାମ+ନିବାସାର୍ଥେ. ଇନ୍) — ଇତର; ଅଭଦ୍ର — Vulgar; rude
- ସଂ. ବିଣ. ପୁଂ (ଗ୍ରାମ+ନିବାସାର୍ଥେ. ଇନ୍) — ଗାଉଁଲି — Rustic
- ସଂ. ବିଣ. ପୁଂ (ଗ୍ରାମ+ନିବାସାର୍ଥେ. ଇନ୍) — ଗ୍ରାମରେ ଉତ୍ପନ୍ନ — Produced in a village
- ସଂ. ବିଣ. ପୁଂ (ଗ୍ରାମ+ନିବାସାର୍ଥେ. ଇନ୍) — ସ୍ୱରଗ୍ରାମ ସମ୍ବନ୍ଧୀୟ — Chromatic (M.W.)
- ବି — ଗ୍ରାମବାସୀ ବ୍ଯକ୍ତି — Resident
- ବି — ଅଭଦ୍ର ବ୍ଯକ୍ତି — A churl; a boor
- ବି — ଯେ ଗ୍ରାମ ଛାଡ଼ି ଅନ୍ଯ ଆଡ଼େ ଯାଇନାହିଁ; ଗାଉଁଲି — A rustic; a person who has never gone outside the village-limits
- ବି — କୁକୁର — Dog
- ବି — କୁଆ — Crow
- ବି — ଘୁଷୁରି — Hog
- ବି — କୁକୁଡ଼ା (ହି. ଶବ୍ଦସାଗର) — Cock; fowl