ଗ୍ରାମିଅ Grāmia

  • ପ୍ରାଦେ. (ସମ୍ବଲପୁର) ବି (ସଂ. ଗ୍ରାମ୍ୟ) — ଗ୍ରାମବାସୀମାନଙ୍କ ବ୍ୟବହାର ପାଇଁ ରକ୍ଷିତ ଜଙ୍ଗଲ — The common jungle reserved for the use of the villagers