ଗ୍ରାମାରଣ୍ୟ Grāmāraṇya
- ସଂ. ବି — ( 6 ଷ୍ଠୀ ତତ୍; ଗ୍ରାମ+ଅରଣ୍ୟ)— ଗ୍ରାମବାସୀମାନଙ୍କ ବ୍ଯବହୃତ ଜଙ୍ଗଲ; ଗ୍ରାମବାସୀଙ୍କ ବ୍ଯବହାରପାଇଁ ବ୍ଯବହୃତ ଜଙ୍ଗଲ; — (6ଷ୍ଠୀ ତତ୍; ଗ୍ରାମ+ଅରଣ୍ୟ)— ଗ୍ରାମବାସୀମାନଙ୍କ ବ୍ଯବହୃତ ଜଙ୍ଗଲ; ଗ୍ରାମବାସୀଙ୍କ ବ୍ଯବହାରପାଇଁ ବ୍ଯବହୃତ ଜଙ୍ଗଲ;—. A jungle used by the village communities
- ସଂ. ବି — (ଦ୍ୱନ୍ଦ୍ୱ) ଗ୍ରାମ ଓ ବନ — Village and forest