ଗ୍ରାମାନ୍ତ Grāmānta

  • ସଂ. ବି ( 6 ଷ୍ଠୀ ତତ୍; ଗ୍ରାମ+ଅନ୍ତ) — ଗ୍ରାମର ଶେଷଭାଗ — One extremity of the village
  • ସଂ. ବି ( 6 ଷ୍ଠୀ ତତ୍; ଗ୍ରାମ+ଅନ୍ତ) — ଗ୍ରାମର ବହିର୍ଭାଗ — Outskirts of a village
  • ସଂ. ବି ( 6 ଷ୍ଠୀ ତତ୍; ଗ୍ରାମ+ଅନ୍ତ) — ଗ୍ରାମର ସୀମା — Village-boundary