ଗ୍ରାମରଥ୍ୟା Grāmarathyā

  • ସଂ. ବି. ( 6 ଷ୍ଠୀ ତତ୍; ଗ୍ରାମ+ରଥ୍ୟା) — ଗାଁଆଦାଣ୍ଡ; ଗ୍ରାମ ମଧ୍ୟଦେଇ ପଡ଼ିଥିବା ରାସ୍ତା — A village street
  • ସଂ. ବି. ( 6 ଷ୍ଠୀ ତତ୍; ଗ୍ରାମ+ରଥ୍ୟା) — କୌଣସି ଗ୍ରାମକୁ ପଡ଼ିଥିବା ରାସ୍ତା — A village road; a road leading to a village