ଗ୍ରାମବାସୀ Grāmabāsī

  • ସଂ. ବି. ପୁଂ. (ଉପପଦ ତତ୍ ପୁରୁଷ=ଗ୍ରାମ+ବସ୍ ଧାତୁ. ଇନ୍) — ଗ୍ରାମରେ ବାସ କରିବା ବ୍ଯକ୍ତି — Inhabitant of a village; a villager
  • ବିଣ — ଗାଉଁଲି; ଗାଁରେ ରହିବା ବାଲା — Rustic; inhabiting a village
  • ବିଣ — ପୋଷା; ପାଳିତ (ଜୀବ) — Domesticated; tame (animal) (M.W.)