ଗ୍ରାମପୁରୋହିତ Grāmapurohita
- ସଂ. ବି. ( 6 ଷ୍ଠୀ ତତ୍; ଗ୍ରାମ+ପୁରୋହିତ) — ସମସ୍ତ ଗ୍ରାମବସୀଙ୍କର ପୁରୋହିତ — Village priest
- ସଂ. ବି. ( 6 ଷ୍ଠୀ ତତ୍; ଗ୍ରାମ+ପୁରୋହିତ) — ଯେଉଁ ବ୍ଯକ୍ତି ଧନ ଲୋଭରେ ଗ୍ରାମର ଯୋଗ୍ୟ ଓ ଅଯୋଗ୍ୟ ସମସ୍ତ ବ୍ଯକ୍ତିଙ୍କର ପୌରୋହିତ୍ୟ କରେ — A person who offers sacrifices and conducts ceremonies for every member of the community including unworthy persons, out of avarice (M.W.)
- ସଂ. ବି. ( 6 ଷ୍ଠୀ ତତ୍; ଗ୍ରାମ+ପୁରୋହିତ) — [ଦ୍ର—ଏ ପତିତ ବାହ୍ମଣରୂପେ ଗଣ୍ୟ।]