ଗ୍ରାମପାଳ Grāmapāḻa

  • ସଂ. ବି — ଗ୍ରାମର ଚଉକିଦାର — The guardsman of a village
  • ସଂ. ବି — ଗ୍ରାମରକ୍ଷକ ସେନା — Army for the protection of a village
  • ସଂ. ବି — ଗ୍ରାମର ରକ୍ଷକ ବା ମୁଖ୍ୟବ୍ଯକ୍ତି — The headman or guardian of a village