ଗ୍ରାମଘାତ Grāmaghāta

  • ସଂ. ବି. ( 6 ଷ୍ଠୀ ତତ୍; ଗ୍ରାମ+ଘାତ=ହନନ) — ଗ୍ରାମକୁ ଲୁଟି କରିବା; ଗ୍ରାମ ଲୁଣ୍ଠନ — Plundering of a village