ଗ୍ରାମଘାତୀ Grāmaghātī
- ସଂ. ବି. ପୁଂ. (ଗ୍ରାମ+ହନ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଗ୍ରାମଘାତକ (ଦେଖ) — Grāmaghātaka (See)
- ସଂ. ବି. ପୁଂ. (ଗ୍ରାମ+ହନ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଗ୍ରାମର ଯେଉଁ ବ୍ଯକ୍ତି ଠାକୁରାଣୀଙ୍କ ପାଖେ ବରାବର ବୋଦା ପକାଏ (ଜ୍ଞାନେଦ୍ର) — The village slaughterer; a person who slaughters the beasts offered as victims to the village Deity