ଗ୍ରାଜୁଏଟ Grājuet

  • ବୈଦେ. (ଇଂ) — ବିଶ୍ୱବିଦ୍ୟାଳୟର ବି.ଏ., ଏମ.ଏ., ବି.ଏଲ., ବି.ଇ., ବି.ଇଡି. ଆଦି ଉଚ୍ଚ ଉପାଧି ପରୀକ୍ଷାରେ ପାଶ୍ କରିଥିବା ବିଦ୍ୱାନ୍ ବ୍ଯକ୍ତି — A graduate