ଗ୍ରହୀତା Grahītā

  • ସଂ. ବିଣ. ପୁଂ. (ଗ୍ରହ୍ ଧାତୁ+କତ୍ତୃ. ତୃ; 1 ମା. 1 ବ.) — ଗ୍ରହଣକାରୀ — Accepting; seizing
  • ସଂ. ବି. ପୁଂ — ଗ୍ରହଣକର୍ତ୍ତା — Acceptor
  • ସଂ. ବି. ପୁଂ — ଋଣଗ୍ରହଣକାରୀ ବ୍ଯକ୍ତି; ଖାତକ — A debtor
  • ସଂ. ବି. ପୁଂ — ଗ୍ରାହକ — Subscriber
  • ସଂ. ବି. ପୁଂ — ଖରିଦଦାର — Purchaser
  • ସଂ. ବି. ପୁଂ — (ଯେ ସ୍ତ୍ରୀର ପାଣି ଗ୍ରହଣ କରେ) ସ୍ୱାମୀ; ଘଇତା — Husband