ଗ୍ରହିଳ Grahiḻa

  • ସଂ. ବିଣ. (ଗ୍ରହ ଧାତୁ+ଅସ୍ତ୍ୟର୍ଥେ. ଇଳ) — ଗ୍ରହଣଧାରୀ — Taking; accepting
  • ସଂ. ବିଣ. (ଗ୍ରହ ଧାତୁ+ଅସ୍ତ୍ୟର୍ଥେ. ଇଳ) — ନିର୍ବନ୍ଧଯୁକ୍ତ; ଜିଦିଖୋର — Obstinate; head strong; importunate
  • ସଂ. ବିଣ. (ଗ୍ରହ ଧାତୁ+ଅସ୍ତ୍ୟର୍ଥେ. ଇଳ) — ଆଗ୍ରହଯୁକ୍ତ — Zealous