ଗ୍ରହାଧାର Grahādhāra

  • ସଂ. ବି. (ବହୁବ୍ରୀହି କିମ୍ବା 6 ଷ୍ଠୀ ତତ୍; ଗ୍ରହ+ଆଧାର=ଆଶ୍ରୟ) — ଧ୍ରୁବ ନକ୍ଷତ୍ର — The pole star
  • ସଂ. ବି. (ବହୁବ୍ରୀହି କିମ୍ବା 6 ଷ୍ଠୀ ତତ୍; ଗ୍ରହ+ଆଧାର=ଆଶ୍ରୟ) — [ଦ୍ର—ଏହାକୁ କେନ୍ଦ୍ର କରି ଗ୍ରହମାନେ ଓ ନକ୍ଷତ୍ରମାନେ ଗତି କରୁଥିବାରୁ]