ଗ୍ରହଯୁଦ୍ଧ Grahaj̄uddha
- ସଂ. ବି. ( 6 ଷ୍ଠୀ ତତ୍; ଗ୍ରହ+ଯୁଦ୍ଧ) — (ଜ୍ୟୋତିଷ) ସୂର୍ଯ୍ୟସିଦ୍ଧାନ୍ତ ଅନୁସାରେ ବୁଧ, ବୃହସ୍ପତି, ଶୁକ୍ର, ଶନି ବା ମଙ୍ଗଳ ପରସ୍ପର ସହିତ ବା ଚନ୍ଦ୍ରଙ୍କ ସହିତ ଏକ ରାଶିରେ ଏପରି ମିଳନ, ଯହିଁରେ ଏକ ଗ୍ରହ ଦ୍ୱାରା ଅନ୍ଯ ଗ୍ରହ ଅଦୃଶ୍ୟ ହୋଇଯାଏ (ହି. ଶବ୍ଦସାଗର) — (Astronomy) The over clouding of one planet by another; a conjuction of two planets in such a manner that one of them is not visible to the earth