ଗ୍ରହଯଜ୍ଞ Grahaj̄ajn̄a

  • ସଂ. ବି. ( 6 ଷ୍ଠୀ ତତ୍; ଗ୍ରହ+ଯଜ୍ଞ) — ଜ୍ୟୋତିଃ ଶାସ୍ତ୍ରୋକ୍ତ ଗ୍ରହଶାନ୍ତି ବିଧାୟକ ହୋମ — The rite of propitiation of the planets