ଗ୍ରହପୂଜା Grahapūjā

  • ସଂ. ବି. ( 6 ଷ୍ଠୀ ତତ୍; ଗ୍ରହ+ପୂଜା) — କୁଗ୍ରହମାନଙ୍କର ଶାନ୍ତି ବିଧାନାର୍ଥ ଅନୁଷ୍ଠେୟ ଶାସ୍ତ୍ରୋକ୍ତ କ୍ରିୟା — Rites performed to propitiate the malignant influence of planets